THEY TOLD ME NOT…(ସେମାନେ ମତେ କହିଲେ) / Poem by Swapna Behera

Poem by Swapna Behera

 

THEY_TOLD_ME_NOT

Frances Irene Tolfa

They told me not,
To Speak,
So I wrote poetry instead;
When they tore it up
and threw it away,
I hid my musings under my bed.

They told me not,
To Sing,
So I listened carefully
to each song on the radio.
When they were away,
I Sang Loudly,
until wallpaper rippled;
my timid voice soprano
filled that angry home.

They told me not,
To Write,
“No one wants to hear
what you have to say”,
So I wrote, secretly,
incessantly,
a thousand poems in my mind,
casting each to paper
with passing time.

They told me not,
to be in photos,
“You’ll break the camera
with your homely face”…
So I capture wonder
in photos full of light,
And take Selfies by the Seashore,
as day returns to night.

They told me not,
to Paint or draw,
“You only Think you’re an artist,
you can’t draw a straight line”!
SO I PAINTED A PRISM SKY,
AND ME,
WITH GOSSAMER WINGS,
SO I COULD FLY,
AWAY…

They told me not,
TO DREAM,
The Worst of All their Lies;
So I prod these old dreams,
to keep them Alive…

And All they told me Not,
Was I,
I have become
with perpetual time;
A Speaker,
A Songstress,
A Poetess,
A Photographer,
An Artist,
A DREAMER….

They also told me,
I didn’t Listen…..

GOOD THING!!!

 

Poetess Frances Irene

 

ସେମାନେ ମତେ କହିଲେ 

“କଥା କୁହ ନାହିଁ “
ତେଣୁ ମୁଁ ପ୍ରତିବଦଳରେ କବିତା ଲେଖିଲି

ଯେତେବେଳେ ସେମାନେ ତାକୁ ଚିରିଦେଲେ 
ଏବଂ ଫିଙ୍ଗିଦେଲେ
ମୁଁ ମୋର ପ୍ରେରଣାକୁ ବିଛଣା ତଳେ ଲୁଚାଇଲି

ସେମାନେ ମତେ କହିଲେ 
“ଗୀତ ଗାଅ ନାହିଁ “
ତେଣୁ ମୁଁ ସଯତ୍ନରେ ଶୁଣିଲି 
ରେଡ଼ିଓ ର ପ୍ରତି ଟି ଗୀତକୁ
ଯେତେବେଳେ ସେମାନେ ଚାଲିଗଲେ 
ମୁଁ ବଡ ପାଟିରେ ଗାଇଲି 
କାନ୍ଥ କାଗଜ ଫାଟିବା ଯାଏ
ମୋର କ୍ଷୀଣ ସ୍ୱର ଉଚ୍ଚ ପିଚ୍ ରେ
ସେଇ ବିରକ୍ତିକୁ ଘର ଭରି ଦେଲା।

ସେମାନେ ମତେ କହିଲେ 
“ଲେଖ ନାହିଁ 
କେହି ଶୁଣିବାକୁ ଚାହିଁବେ ନାହିଁ 
ତୁମେ ଯାହା କହିବାକୁ ଚାହଁ “

ତେଣୁ ମୁଁ ଲେଖିଲି ଗୁପତରେ 
ନିରନ୍ତର
ହଜାରେ କବିତା ମୋ ମନର 
ଥୋଇଲି ପ୍ରତିଟି ସେ କାଗଜ ଉପରେ 
ସମୟର ଅବଲୀଳା କ୍ରମେ

ସେମାନେ ମତେ କହିଲେ 
“ଫୋଟୋରେ ରୁହ ନାହିଁ 
ତୁମେ କ୍ୟାମେରା ଭାଙ୍ଗିଦେବ 
ତୁମର ନିଃସଙ୍ଗ ମୁଁହଁ ଦ୍ୱାରା “

ତେଣୁ ମୁଁ ଉଦ୍ଭାସିତ ହେଲି
ଫୋଟୋରେ 
ଏବଂ ସେଲ୍ଫି ନେଲି ସମୁଦ୍ର କୂଳରେ
ଯେତେବେଳେ ଦିନ ଫେରି ଆସୁଥିଲା ରାତିକୁ

ସେମାନେ ମତେ କହିଲେ 
ଆଙ୍କ ନାହିଁ ଅବା ରଙ୍ଗ ଭର ନାହିଁ 
“ତୁମେ ହିଁ କେବଳ ଭାବୁଛ 
ତୁମେ ଜଣେ କଳାକାର 
ତୁମେ ଗୋଟିଏ ସରଳ ରେଖା ବି
ଟାଣି ପାରିବ ନାହିଁ “
ତେଣୁ ମୁଁ ପ୍ରିଜମ ରଙ୍ଗରେ
ଆକାଶ ଭରିଲି
ଏବଂ ମୁଁ 
ବୁଢିଆଣୀ ଜାଲ ପରି ସୂକ୍ଷ୍ମ ଡେଣା ସହ 
ଉଡି ଯାଇ ପାରିଲି।

ସେମାନେ ମତେ କହିଲେ 
“ସ୍ୱପ୍ନ ଦେଖ ନାହିଁ “
ସେମାନଙ୍କର ସବୁଠୁ କଦର୍ଯ୍ୟ ମିଛ
ତେଣୁ ମୁଁ ଏହି ପୁରୁଣା ସ୍ୱପ୍ନକୁ ଉଖାରୁଛି
ବଞ୍ଚାଇ ରଖିବା ପାଇଁ ….

ଏବଂ ସେମାନେ ମତେ କହିଲେ 
ମୁଁ ନୁହେଁ …..

ମୁଁ ପାଲଟିଲି
ଚିରସ୍ଥାୟୀ ସମୟ ସହ 
ଜଣେ ବକ୍ତା
ଜଣେ ସଙ୍ଗୀତ ରଚକ
ଜଣେ କବି
ଜଣେ ଫୋଟୋଗ୍ରାଫର 
ଜଣେ କଳାକାର 
ଜଣେ ସ୍ୱପ୍ନ ଦେଖାଳୀ

ସେମାନେ ଏହା ମଧ୍ୟ ମତେ କହିଲେ …
ମୁଁ ଶୁଣିଲି ନାହିଁ 
ଭଲ କଥା !!!!!!

copy right@Swapna Behera with the kind permission of the poetess Francis Irene Tolfa

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s