Poem by Rajashree Mohapatra
The Seed
The seed carries in kernel umpteen possibilities
Its worship sanctified by hymns
Its fragant bewilderment..its empty silence …the beguiling bond upon touching the soil…from flower to fruit to seed…the magic cycle .
The seed would be lost in germination..would sprout into a little plant…the plant would grow into a tree bigger and bigger with time..its raw green dreams nurtured in love’s caring warmth..in the theatre of youth…
The seed ..mere spec ..like dust..like sacred ash
I smeared all over
The temple of body is yours my Love ! it
bathed in ambrosia!
II ମଞ୍ଜି II
ମଞ୍ଜିର ଗର୍ଭରେ ଶତ ସମ୍ଭାବନା
ମନ୍ତ୍ରପୂତ ଆରାଧନା ,
ବାସ୍ନା ବିଭୋରତା ଶୂନ୍ୟ ନିରବତା
ମାଟି ଚୁମ୍ବନର ମାୟା ।
ମଞ୍ଜି ହଜିଯିବ ଅଙ୍କୁରିତ ହେବ
ମହାଦୃମ ହେବ ଚାରା ,
ସବୁଜ ସ୍ୱପ୍ନରେ ପ୍ରୀତିର ଉଷ୍ଣତା
ଯୌବନ ରଙ୍ଗଶାଳା ।
ଜୀବନ ଯଜ୍ଞରେ ମଞ୍ଜିଟିଏ ପରା
ଧୂଳି ଯେ ବିଭୂତି ସାରା ,
ଏ ଦେହ ଦେଉଳ ତୁମ ପାଇଁ ପ୍ରିୟ
ଅମୃତ ଅଙ୍ଗରେ ବୋଳା ।
Rajashree Mohapatra©
Translation from Odia to English by Haraprasad Das , Bhubaneswar, INDIA .