Poem by Rajashree Mohapatra
Don’t Look for Me …
(Presented in Odia and English language)
Don’t look for me Love ,
in the inert form
of the leaves of fall…
There you would find not me
but the fire of anguish,
There droplets of dew hide the tears.
Dont look for me Love …
on the earth..in water..in land or in the sky…
in the heaven exalted or in the hell condemned..in their mere songs of emptiness..
I am not there .
Nor am I there in your memory’s
quiet vault forgotten or awakened …
nor in the casket of your heart as the dream of green survived !
I am in time..would merge in its unbroken flow , in its limitless spread
and in its unspoken word
as one with you
in your state of being united!
__ Haraprasad Das
Bhubaneswar, India.
ଖୋଜିବନି ସଖା !
ଖୋଜିବନି ସଖା !
ମତେ ପଉଷର ଝଡା ପତ୍ର
ନିର୍ଜୀବ ଦେହରେ ।
ସେଠିଅଛି ଦହନର ଜ୍ୱାଳା
ଟୋପା ଟୋପା ଲୁହ
ଲୁଚେ କାକର ବିନ୍ଦୁରେ ।
ଖୋଜିବନି ସଖା !
ଜଳ … ସ୍ଥଳ …
ଓ ଶୂନ୍ୟ ଆକାଶ ରେ ।
ଅବା ସ୍ୱର୍ଗ …
ମର୍ତ୍ତ୍ୟ …ପାତାଳର
ଶୂନ୍ୟ ସଙ୍ଗୀତରେ ।
ନ ଥିବି ମୁଁ …
ପାସୋରା କି ଅପାସୋରା
ତୁମ ନିରବ ସ୍ମୃତିରେ ।
ନ ଥିବି ..
ତୁମ ହୃଦ ଫରୁଆର
ସବୁଜ ସ୍ୱପ୍ନରେ ।
ମିଶିଯିବି …
ସମୟର ଅଭଙ୍ଗ ସ୍ରୋତରେ
ତା’ର ଅନନ୍ତ ବ୍ୟାପ୍ତିରେ
ଅବ୍ୟକ୍ତ ରୂପରେ
ଏକୀଭୂତ ହୋଇଯିବି
ସମଗ୍ର ସତ୍ତାରେ …
Rajashree Mohapatra©
Translation from Odia to English by Haraprasad Das
superb…….