Poem by Rajashree Mohapatra
Invincible …Are we ???
We subdued…
We have dominion over the sky
Over the sea .
Over fire … air …
Over everything that we see..
Over everything that move over the earth…
Invincible we are…
Superior to all other forms of life
A rightful claimant to the best and farthest
that the earth can yield to its happiness.
Are we happy now ?
Why is there violence ?
Why is there frustration ?
Is it the time to believe…
Maintaining tranquillity in nature is ethical
Disturbing it is unethical.
Is it the time to realise…
The whole universe is a part of the divine scheme
with no exclusive position for human beings.
Perhaps all religions strongly preach ,
Compassion to all living beings…
To regard nature with high esteem .
Copyright @Rajashree Mohapatra
Bhubaneswar, Odisha.
ଆମେକି ଦୁର୍ଯ୍ୟୟ ଆମେ ଅପରାଜେୟ???
ଆମେ ଦମନ କରିଛୁ ନିରବଧି କାଳ …
ପ୍ରତିହତ କରିପାରୁ ଆମେ
ସେ ହେଉ ଆକାଶ
ଅବା ସେ ସମୁଦ୍ର ।
ହୋଇଥାଉ ଅଗ୍ନି ଅଥବା ପବନ
ଆମ ଚାରିପାଖର ସେ ହେଉ
ଦୃଶ୍ୟ ବା ଅଦୃଶ୍ୟ
ସାରା ପୃଥ୍ବୀ ରସମଗ୍ର ଅସ୍ତିତ୍ୱ …
ଦୁର୍ଯ୍ୟୟ ଆମେ …
ଜୀବେ ଶ୍ରେଷ୍ଠ ଆମେ ଏ ଧରା ର
ନ୍ୟାୟ ସଂଗତ ଦାବିଦାର ଆମେ
ପୃଥିବୀର ସବୁ ଐଶ୍ଚର୍ୟ୍ଯ
ଆଉ ଆନନ୍ଦର ।
ଏବେ କ’ଣ ଆମେ ସୁଖୀ ?
ତେବେ କାହିଁକି ଏତେ ସବୁ ହିଂସା ?
କାହିଁକି ଏ ନୈରାଶ୍ୟ ?
ଏବେ ବୁଝିବାର ବେଳା
ସମଗ୍ର ଏ ବିଶ୍ୱ କିଛି ନୁହେଁ
ଐଶୀ ପରିକଳ୍ପନାର ମାତ୍ର କ୍ଷୁଦ୍ର ଏଜ ଅଂଶ
ଏ ମଣିଷ ବି ସଭିଙ୍କ ଭିତରେ କ୍ଷୁଦ୍ର ଏକ ଜୀବସତ୍ତା ।
ବୋଧହୁଏ …
ସେଇ ଏକା ସାରମର୍ମ ସମସ୍ତ ଧର୍ମର
ପ୍ରକୃତି ର ଉପାସନା
ଆଉ ସମସ୍ତ ପ୍ରାଣୀଙ୍କ ପାଇଁ ଟିକିଏ କରୁଣା ।
Translated into Odia language by Binapani Tripathy
Beautiful translation. Loved reading.
poetry of time. which critically challenge our arrogance attitude towards nature & other living beings.