Poem by Rajashree Mohapatra
Lost in love …
I have lost myself
in that enchanted moment
of divine bliss my Love !
I have surrendered myself to you
for our union without shame,
without hesitation!
Love asks for complete surrender,
an immersion,
a loss of selfhood as the river loses itself in the sea ,
as the earth merges seamlessly in the sky in a kiss that ,
both losing their illusory lives in the astral void !
ପ୍ରେମ ମାଗେ ସମର୍ପଣ …
ସେଇ ବିଭୁତି ଲଗ୍ନରେ
ମୁଁ ହଜିଛି ସଖା !
ଯୋଗ ଯୁକ୍ତ ହେବା ପାଇଁ
ଅକୁଣ୍ଠ ଚିତ୍ତରେ ସମର୍ପି ଦେଇଛି ।
‘ପ୍ରେମ ମାଗେ ସମର୍ପଣ ‘
ନଦୀ ସାଗରରେ ହଜିଗଲା ପରି
ଆକାଶ ଧରାକୁ ଚୁମିଦେଲା ପରି
ମାୟାଘେରା ସତ୍ତାଟିକୁ ଶୂନ୍ୟରେ ହଜାଇ ।
ମୁଁ ଆଉ ‘ମୁଁ’ ହୋଇ ନାହିଁ ପ୍ରିୟ ,
ତୁମଠାରେ ବିଲୀନ ହୋଇଛି ।
Translation from Odia to English by Haraprasad Das , Bhubaneswar, INDIA





























Leave a Reply